ସଶକ୍ତୀକରଣ ନାଁରେ ଠକିଥିଲେ ପୂର୍ବସରକାର’
-ସୁଶାସନ ଦିବସରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍
-‘୨୪ ବର୍ଷରେ ବେକାର ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି’
-‘ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ସ୍କୁଲରେ ଶିକ୍ଷକ ନାହାନ୍ତି’
-‘୨୪ ବର୍ଷ ସରକାରରେ ଲୋକ କିଛି ଲାଭ ପାଇଲେ ନାହିଁ’
-‘ମହିଳାଙ୍କୁ ସଶକ୍ତୀକରଣ କଥା କହି ଠକିଥିଲେ ପୂର୍ବ ସରକାର’
-‘ଆମ ସରକାର ୬ ମାସରେ ଲୋକଙ୍କ ପାଇଁ କାମ କରିଛନ୍ତି’
-‘ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା, ସୁଭଦ୍ରା ଯୋଜନା, ଚାଷୀଙ୍କୁ ୩୧୦୦ ଟଙ୍କା ମିଳିଛି’
୨୪ ବର୍ଷରେ ବେକାର ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି’:ମୁଖ୍ୟମନ୍ତ୍ରୀ
