-୨୦୨୪ରେ ୨୧୬୦ ମାଦକ ଦ୍ରବ୍ୟ ମାମଲାରେ ୨୨୭୬ ଜଣ ଗିରଫ
-ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-୧୦ କିଲୋ ବ୍ରାଉନ ସୁଗାର ଓ ୧୪୫୨ କୁଇଣ୍ଟାଲ ଗଞ୍ଜେଇ ଜବତ
-୨୪,୭୯୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି
-୫୯୧ଟି ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ହୋଇଛି- ମୁଖ୍ୟମନ୍ତ୍ରୀ
୨୪,୭୯୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ
