Breaking newsଅପରାଧ ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା IIC ଅଲେଖ କୁମାର ଗରଡ଼ିଆ thefocusplusFebruary 7, 2022 , ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ, IICଙ୍କ ଥାନା ଅଫିସ୍, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ରେଡ.
ଓଲଟିଲା ଦଣ୍ଡନାଚ ଗାଡ଼ି ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣାଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତରଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ
ପର୍ଯ୍ୟଟନଙ୍କ ମନମୋହୁଛି ପରାଛାଟ ଗ୍ରାମୀଣ ପାର୍କ l ଫୋକସ ପ୍ଲସ 15/4 (ଅନୁଗୁଳ):ଅନୁଗୁଳ ଜିଲ୍ଲାରେ ପ୍ରତି ପଂଚାୟତକୁ ଓଡିଶା ସରକାର ତଥା ଅନୁଗୋଳ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଗ୍ରାମୀଣ ପାର୍କ ତିଆରି କରିବାରେ ଆଦେଶ ମିଳି…
ଚାରା ଘୋଟାଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ – ଫେବୃଆରୀ ୧୮ରେ ଦଣ୍ଡ ଶୁଣାଣି.. ରାଞ୍ଚି – ବିବାଦ ଉପରେ ବିବାଦରେ ଛନ୍ଦି ହୋଇ ପଡୁଛନ୍ତି ଲାଲୁ ଯାଦବ ..ପୁଣି ଚାରା ଘୋଟାଲାର ଆଉ ଏକ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ,…