ବରଗଡ଼: ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ
-୨୦୧୮ ନାରାୟଣ ସତନାମୀ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ
-ବିଧାୟକଙ୍କ ସହ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ADJ କୋର୍ଟ
-ନିର୍ଦ୍ଦୋଷରେ ଖଲାସ ନେଇ ଇରାଶିଷ ଆଚାର୍ଯ୍ୟଙ୍କ ଓକିଲଙ୍କ ସୂଚନା
୨୦୧୮ ନାରାୟଣ ସତନାମୀ ହତ୍ୟା ମାମଲାରେ ଇରାଶିଷ ନିର୍ଦ୍ଦୋଷରେ ଖଲାସ
