୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ ।

ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ପରେ ଆସନ୍ତା ରବିବାର ଦିନ ୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ । ଅନ୍ୟପଟେ ଆଜିର ପରାଜୟ ସହ ଗୁଜରାଟ ଟାଇଟେଲ ଦୌଡରୁ ବାଦ ପଡ଼ିଛି । ୨୨୯ ରନର ପିଛା କରିଥିବା ଗୁଜରାଟ ୨୦ ଓଭରରେ ୨୦୮ ରନ ହିଁ କରିପାରିଥିଲା ।ଦଳ ପକ୍ଷରୁ ସାଇ ସୁଦର୍ଶନ ୮୦ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୪୮ ରନ କରିଥିଲେ ।

Leave a Reply

Your email address will not be published. Required fields are marked *