ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଷ୍ଟିଭ୍ ସ୍ମିଥଙ୍କ ଅବସର । ଚାମ୍ପିୟନ୍ସ ଟ୍ରଫି ସେମିରେ ଭାରତ ଠାରୁ ପରାଜୟ ପରେ ଅବସର ଘୋଷଣା କଲେ ସ୍ମିଥ । ୧୭୦ଟି ଦିନିକିଆ ଖେଳି ଶେଷରେ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ ।
୧୭୦ଟି ଦିନିକିଆ ଖେଳି ଶେଷରେ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ କ୍ରିକେଟର ସ୍ମିଥ
