ଶିକ୍ଷା ୧୬ରୁ +୩ ନାମଲେଖା ଆବେଦନ Sukanta NayakApril 14, 2025 ଭୁବନେଶ୍ୱର: ଏପ୍ରିଲ ୧୬ରୁ +୩ ନାମଲେଖା ଆବେଦନNEP-୨୦୨୦ ଆଧାରରେ ହେବ ୨୦୨୫-୨୬ ପାଇଁ ନାମଲେଖାଛାତ୍ରଛାତ୍ରୀ SAM ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେଜୁଲାଇ ୧୦ ତାରିଖ ସୁଦ୍ଧା ଆରମ୍ଭ ହେବ ପାଠ୍ୟକ୍ରମ
ବର୍ଷର ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ, ପାସ୍ ହାର ୯୪.୯୩% ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପୁସ୍ତିକା ଉନ୍ମୋଚନ…
ପଢ଼ାଇବା ବଦଳରେ ଗୁଣ୍ଡାଗିରି କରୁଛନ୍ତି ଶିକ୍ଷକ || ଫୋକସ ପ୍ଲସ 6/1/2023(ବାଲିଗୁଡ଼ା): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପାରିଗଡ଼ ପଞ୍ଚାୟତର ଗୁତୁମିଲା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ଯାହାକି ସ୍କୁଲ ଛାଡ଼ି ବାହାରେ ବୁଲୁଛନ୍ତି…
ଓଲଟା ଚାଲି ରଖିବ ଫିଟ | ଆଜି କଲି ସମସ୍ତଙ୍କୁ ଦରକାର ଏକ ସୁସ୍ଥ ଜୀବନ | ସବୁ ବେଳେ ନିଜକୁ ଫିଟ ରଖିବାକୁ ଚାହୁଁଥିବା ଯୁବପିଢ଼ି ଅନେକ କିଛି ଫିଟନେସ୍ ପଦ୍ଧତ୍ତି ଆପଣେଇଥାନ୍ତି…