ରାଜ୍ୟ ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ Sukanta NayakJanuary 4, 2025 ପଟ୍ଟାମୁଣ୍ଡାଇ: ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦକୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକାପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ
ଖାତିଗୁଡା କଲୋନୀ ରାସ୍ତାରେ ରକ୍ତଜୁଡୁବୁଡୁ ମୃତ୍ ଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ!!! ନବରଙ୍ଗପୁର: ଖାତିଗୁଡ଼ା ଥାନା ସଦର ମହକୁମା ଖାତିଗୁଡ଼ା ଗାଁ ର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇଙ୍କ ସନ୍ଦେହ ଜନକ ମୃତ୍ୟୁ ହଇଛି।ଟଙ୍କଧର ରାତିରେ ଗାଁ ରେ…
ଅବ୍ୟବସ୍ଥା ଘେରରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଫୋକସ ପ୍ଲସ (ଅନୁଗୋଳ)୧୫/୦୭/୨୦୨୨:ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିକାଶ କରୁଥିବାର ସରକାରଙ୍କର ପଦା କୁ ଆସିଲା ଆଉ ଏକ ନଗ୍ନ ଚିତ୍ର, ଏ ଚିତ୍ର, ଯାହାକି ଏହା ଏକ ଉପସ୍ୱାସ୍ଥ୍ୟ…
ଘାତକ ପ୍ଲାଷ୍ଟିକ ଏବଂ ଏହାର ଅପବ୍ୟବହାର ଫୋକସ ପ୍ଲସ (ବ୍ୟୁରୋ)୧୩/୦୭/୨୦୨୨ : ଏଇ କିଛି ଦିନ ତଳେ ମହାସାଗର ପ୍ରଦୂଷଣ ବିଷୟରେ ପଢିବା ସମୟରେ ଗୋଟିଏ ତଥ୍ୟ ମୋତେ ବହୁତ ବିଚଳିତ କରିଥିଲା ଯେ,…