୧୧ଟି ଟ୍ରେନ ବାତିଲ….

ସାମ୍ପ୍ରତିକ ସ୍ଥିତିରେ ୧୧ଟି ଟ୍ରେନ୍‌ ବାତିଲ, ୯ ଆଂଶିକ ବାତିଲ
-ଭୁବନେଶ୍ବର ଦେଇ ଯାଉଥିବା ହୀରାକୁଦ ଏକ୍ସପ୍ରେସ୍‌ ଆଂଶିକ ବାତିଲ
-ବିଶାଖାପାଟଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବ, ଅମୃତସର ଯିବନି
-ସମ୍ପୂର୍ଣ୍ଣ ଓ ଆଂଶିକ ବାତିଲ ନେଇ ରେଳ ମନ୍ତ୍ରାଳୟର ସୂଚନା
-୧୫ ତାରିଖ ପାଇଁ ବାତିଲ ଓ ଆଂଶିକ ବାତିଲ ସୂଚନା

Leave a Reply

Your email address will not be published. Required fields are marked *