–
-ସୁନ୍ଦରଗଡ଼ ତଳସରା ଥାନା ଲୁଲୁଡିହାରୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW
-ଠକେଇ ଅଭିଯୋଗ ପରେ ଦୀପକ ଦୀର୍ଘଦିନ ଫେରାର ଥିଲେ
-ତାଙ୍କ ନାଁରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା କ୍ରାଇମବ୍ରାଞ୍ଚ
୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଦୀପକ କିଣ୍ଡୋ ଗିରଫ -ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମ୍ଡି ଦୀପକ
