ଋଷ ୟୁକ୍ରେନ୍- ବିବାଦ ଦିନକୁ ଦିନ ଉଗ୍ର ହେବା ରେ ଲାଗିଛି । ୟୁକ୍ରେନରେ ଋଷର ଆକ୍ରମଣ, ୬ଟି ଜାଗାରେ ମିଜାଇଲ ମାଡ ..ୟୁକ୍ରେନ୍ ରାଜଧାନୀ ସମେତ ୬ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ୟୁକ୍ରେନକୁ ନେଇ ଭାରତର ଉଦବେଗ ପ୍ରକାଶ କରିଛି । ମିଳିତ ଜାତିସଂଘ ଡାକିଲା ଜରୁରୀ ବୈଠକ । କିବ, ଖାରକିବ ସମେତ ୬ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ । । ସେପଟେ ବ୍ଲାକ୍ ସି’ରେ ଋଷ ନୌସେନା ଅପରେସନ୍ ଆରମ୍ଭ କରିଥିବା ସୂଚନାରୁ ଜଣାପଡିଛି ।ମିଳିଥିବା ସୂଚନା ଅନୁସାରେ, ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନ ୬ଟି ସ୍ଥାନ ଉପରେ ଆକ୍ରମଣ କରିଛି ଋଷ..
ୟୁକ୍ରେନରେ ଋଷର ତୀବ୍ର ଆକ୍ରମଣ, ୬ଟି ଜାଗାରେ ମିଜାଇଲ ମାଡ
