ହ୍ବାଟ୍ସଆପ୍ ଡାଉନ୍ ଅଛି କି, କାରଣ ମୁଁ ଏକ ଷ୍ଟାଟସ୍ ଦେବାକୁ ଚେଷ୍ଟା କରୁଛି କିନ୍ତୁ ତାହା ଅପଲୋଡ୍ ହେଉନାହିଁ ପଚାରିଲେ ୟୁଜର

ଶନିବାର ବିଭିନ୍ନ ୟୁପିଆଇ ଆପ୍ ଧୀମା ହେବାର ଖବର ଆସିଥିଲା । ଏବେ ମେସେଜିଂ ଆପ୍ ହ୍ବାଟ୍ସଆପ୍ ମଧ୍ୟ ଅଚଳ ହେବାର କେତେକ ଖବର ଆସିଛି। ହଜାର ହଜାର ଉପଭୋକ୍ତାଙ୍କ ପାଇଁ  ହ୍ୱାଟ୍ସଆପ୍ କାମ କରୁନଥିବା ସୂଚନା ମିଳିଛି। ଅନେକ ଉପଭୋକ୍ତା ମେସେଜ୍ ପଠାଇବା ଏବଂ ଷ୍ଟାଟସ୍ ଅପଲୋଡ୍ କରିବାରେ ସମସ୍ୟା ହେଉଥିବା ଅଭିଯୋଗ କରିଥିଲେ। ଡାଉନଡିଟେକ୍ଟର ଅନୁଯାୟୀ, ଶନିବାର ସନ୍ଧ୍ୟା ୫:୨୨ ସୁଦ୍ଧା ହ୍ୱାଟସଆପ ବିରୋଧରେ ଅତି କମରେ ୫୯୭ଟି ଅଭିଯୋଗ ଦାଖଲ ହୋଇଛି।

Leave a Reply

Your email address will not be published. Required fields are marked *