ହାଇକୋର୍ଟରେ ବୈକୁଣ୍ଠ ଆଶ୍ରମ ମାମଲା: 3ରେ ଶୁଣାଣି

କଟକ: ହାଇକୋର୍ଟରେ ବୈକୁଣ୍ଠ ଆଶ୍ରମ ମାମଲା
ନକଲି ଚିଠିର ସତ୍ୟତା ସମ୍ପର୍କରେ ଜଣାଇବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
ଏନେଇ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଆଶ୍ରମ ଜମିକୁ ଯୋଗ ସ୍କୁଲ ପାଇଁ ଅନୁମତି ମିଳିଛି କହିଲେ ବୈକୁଣ୍ଠ ଆଶ୍ରମ
ବୈକୁଣ୍ଠ ଆଶ୍ରମ ଦେଇଥିବା ଚିଠି ନକଲି ବୋଲି କୋର୍ଟକୁ ଅବଗତ
ଏହାର ଉଚ୍ଛେଦ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ କୋର୍ଟ
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ବଳବତ୍ତର ରହିବ ବୋଲି କହିଛନ୍ତି କୋର୍ଟ
ଆସନ୍ତା ଜାନୁଆରୀ,3 ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ

Leave a Reply

Your email address will not be published. Required fields are marked *