ଫୋକସ ପ୍ଲସ 13/11/22(ଖୋର୍ଦ୍ଧା): ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା ସ୍ତି ର ମାନ୍ୟତା ପାଇଁ ସ୍ଵାମୀ ଘର ଆଗରେ ଧାରଣା ରେ ବସିଲେ ଜଣେ ମହିଳା ତାଙ୍କ କହିବା କଥା ସେ ଜଣେ ନିଚ ଜାତିର ପିଲା ବୋଲି ତାଙ୍କ ସ୍ଵାମୀ ଅଶୋକ କୁମାର ଦାସ ତାଙ୍କୁ ଭଡ଼ା ଘରେ ଛାଡ଼ି ଦେଇ କେଉ ଆଡେ ଚାଲି ଯାଇଛନ୍ତି ଭଲ ପାଇ 7ବର୍ଷ ତଳେ ତଳେ ରୀତି ନୀତି ଅନୁଯାୟୀ ନୟାଗଡ ସ୍ଥିତ ତାରିଣୀ ମନ୍ଦିର ରେ ବିବାହ କରିଥିଲେ ଅଶୋକ ଜଣେ ବ୍ରାହ୍ମଣ ଜାତିର ହୋଇଥିଲେ ମଧ୍ୟ ପିଙ୍କି ବେହେରା ନୀଚ ଜାତିର ହୋଇଥିବାରୁ ଉଭୟ ଦୁଇ ଜଣ ଭୁବନେଶ୍ୱର ରେ ଭଡ଼ା ଘରେ ରହୁଥିଲେ କିନ୍ତୁ କୌଣସି କାରଣରୁ ଅଶୋକ ଜୁନ ମାସ 13 ତାରିଖରୁ ତାଙ୍କୁ ଭଡ଼ା ଘରେ ଛାଡ଼ି ଦେଇ କେଉଁ ଆଡେ ଚାଲି ଯାଇଛନ୍ତି ପୀଡ଼ିତା ଜଣଙ୍କ ପ୍ରଥମେ ଭୁବନେଶ୍ୱର ସ୍ଥିତ ଖାରବେଳ ନଗର ଥାନାରେ fir ଦେଇଥିଲେ ମଧ୍ୟ ପୋଲିସ ଚୁପ୍ ବସିଲେ ପୀଡ଼ିତା ଜଣଙ୍କ 5ମାସ ଅପେକ୍ଷା କରିବା ପରେ କୌଣସି ସେତ୍ର ରୁ ଖବର ପାଇ ପୋଲିସ ପ୍ରଶାସନ ଉପରୁ ଭରଷା ତୁଟେଇ ଦେଇ ନିଜର ହକ ପାଇଁ ସ୍ଵାମୀ ଘର ଆଗରେ ଧାରଣା ରେ ବସିଲେ ପୀଡ଼ିତା ଙ୍କ କହିବା ଅନୁଯାୟୀ ତାଙ୍କ ଘର ଅନୁଗୋଳ ହୋଇଥିବାରୁ ସେ 7ବର୍ଷ ହେଲା ସ୍ଵାମୀ ଙ୍କ ପାଖରେ ରହୁଥିଲେ 7ବର୍ଷ ମଧ୍ୟରେ 4ଥର ଅନ୍ତ୍ ସନ୍ତା ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କ ସ୍ଵାମୀ ବାରମ୍ବାର ଗର୍ଭ ନଷ୍ଟ କରୁଥିଲେ ବୋଲି ପୀଡ଼ିତା କହିଛନ୍ତି ଯଦି ପୀଡ଼ିତା ଜଣଙ୍କ ନିଆୟ ନା ପାଆନ୍ତି ତେବେ ସେ ସ୍ଵାମୀ ଘର ଆଗରେ ଆତ୍ମ ହତ୍ୟା କରିବେ ବୋଲି କହିଛନ୍ତି ଏଥି ପାଇଁ ଦାୟୀ ରହିବେ ସ୍ଵାମୀ ଓ ତାଙ୍କ ଘର ପରିବାର ବୋଲି ଦାବି କରିଛନ୍ତି I
ଖୋର୍ଦ୍ଧା ରୁ କ୍ୟାମେରା ପର୍ସନ କୁନା ମାର୍ଥା ଙ୍କ ସହିତ ଜଗେଶ୍ଵର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ