Breaking news ସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁ Sukanta NayakMay 31, 2025 ନୟାଗଡ଼ ଟାଉନ ଥାନା ମାନପୁରରେ ଚାଞ୍ଚଲ୍ୟଘର ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାରପଞ୍ଚରିଡ଼ା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ ମୃତସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ, ପୋଲିସର ତଦନ୍ତ
ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା…
ଚାହୁଁଚାହୁଁ ଜଳିଗଲା ୪ ବଖରା ଫୋକସ ପ୍ଲସ (ସିମୁଳିଆ )୨୦/୦୬/୨୨: ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତ ଅଡା ଛକ ରେ ଥିବା ହରେକୃଷ୍ଣ ବିନ୍ଧା,ନରସିଂହ ବିନ୍ଧା ଙ୍କ ଚାରିବଖରା ଘର ଜଳି ପାଉଁଶ…
ଦୈନିକ କୋଭିଡ-19 ମାମଲା ଭାରତରେ 1000 ରୁ କମ୍, 715 ଦିନରେ ପ୍ରଥମ ଥର | ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତ 715 ଦିନ ମଧ୍ୟରେ ପ୍ରଥମ ଥର ପାଇଁ 1000 ରୁ କମ୍ ନୂତନ କୋଭିଡ -19…