କାଶ୍ମୀର ଆତଙ୍କବାଦୀ ଆକ୍ରମଣ ନେଇ ସୁଲତା ଦେଓଙ୍କ ବୟାନ ପ୍ରସଙ୍ଗ
ସାଂସଦ ସୁଲତା ଦେଓଙ୍କ ବୟାନକୁ ନେଇ ବର୍ଷିଲେ ଜୟ ନାରାୟଣ ମିଶ୍ର
ସୁଲତା ଯୋଗ୍ୟତା ବଳରେ ନୁହେଁ, ମ୍ୟାନେଜକରି ପହଞ୍ଚିଛନ୍ତି ରାଜ୍ୟସଭା
ଦେଶର ସ୍ବାର୍ଥ ଦୃଷ୍ଟିରୁ ଏଭଳି ବୟାନ ଠିକ୍ ନୁହେଁ କହିଲେ ଜୟନାରାୟଣ
ମ୍ୟାଡମ୍ଙ୍କର ଟିକେ ପାଗଳାମି ଅଛି, ତାଙ୍କୁ ସାମାଜିକ ସ୍ତରରେ ବୟକଟ୍ ଦରକାର
ସୁଲତା ଯୋଗ୍ୟତା ବଳରେ ନୁହେଁ, ମ୍ୟାନେଜକରି ପହଞ୍ଚିଛନ୍ତି ରାଜ୍ୟସଭା:ଜୟ ନାରାୟଣ
