Breaking news ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିପାତ Sukanta NayakFebruary 1, 2025 ଛତିଶଗଡ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଛନ୍ତି। ବିଜାପୁର ଜିଲା ଗାଙ୍ଗାଲୁରରେ ତଲାସି ଅଭିଯାନ ଜାରି ରହିଛି।
କୂଅରେ ପଡିଲା କଲରା ପତରିଆ ବାଘ ଫୋକସ ପ୍ଲସ ୦୮/୦୬/୨୨(ରେଢ଼ାଖୋଲ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ରେଞ୍ଜ ବଂସାଜାଳ ସେକ୍ସନ ସାନ ହିନ୍ଦୋଳ ଗାଁ ପାଖରେ ଏକ କଳରାପତରିଆ ବାଘ ପରିତ୍ୟକ୍ତ କୂଅରେ…
ଆନନ୍ଦପୁର ଅବକାରୀ ବିଭାଗ ର ଚଢ଼ାଉ ୩୬ ଲିଟର ମହୁଲି ମଦ ସହିତ ୮୦୦ କେଜି ମହୁଲି ପୋଚ ଜବତ ଓ ୨ ଗିରଫ ଫୋକସ ପ୍ଲସ 6/5/22(କେନ୍ଧୁଝର): ଆନନ୍ଦପୁର ଅବକାରୀ ଅଧିକ୍ଷକ ସୀତାରାମ ମୁଦୁଲିଙ୍କ ନିର୍ଦ୍ଦେଶରେ ଆନନ୍ଦପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗଚଢାଉରେ ୩୬ ଲିଟର ମହୁଲି ମଦ ସହିତ ୮୦୦…
ଭୁବନେଶ୍ୱର କଳିଙ୍ଗନଗର ଶିବ ମନ୍ଦିର ପାଖ କାଜୁ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଶବ ଜବତ I ବର୍ତ୍ତମାନ ର ବଡଖବର ଯାହା ଆସି ପହଞ୍ଚିଛି ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର ଶିବମନ୍ଦିର ପାଖ କାଜୁ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଶବ ଉଦ୍ଧାର I ପାରିପ୍ରାଶିକ ଅବସ୍ଥା…