ବାଣିଜ୍ୟ ସୁନା କିଣିବାକୁ ଡର ଲାଗୁଛି! Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ଚିକିଟି ରେ ଖୋଲିଲା କୃଷ୍ଣଚନ୍ଦ୍ର ମେଡିକାଲ ଷ୍ଟୋର, ମୁଖ୍ୟ ଆକର୍ଷଣ ଚୁଲବୁଲି ନାୟିକା ଅର୍ଚ୍ଚିତା। ଚିକିଟି-ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋର ଅଧିକା ରିହାତି ଦରରେ ଲୋକଙ୍କୁ ଔଷଧ ଦେଇ ନିଜର ପ୍ରତିଷ୍ଠା ଅର୍ଜନ କିରିଛି।ଆଜି ଚିକିଟି…
ଥାନା ର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି ଫୋକସ ପ୍ଲସ 28/5/22(କେନ୍ଦ୍ରାପଡ଼ା): ଯେଉଁ ମା ବାପା ନିଜ ପିଲାଙ୍କୁ ଅତି ଯତ୍ନ ରେ ପାଳି ପୋଷି ବଡ଼ କରନ୍ତି ସେଇ ବାପା ମା ଙ୍କ ପରିଣତ…
ଚୁଇଙ୍ଗମ ଚୋବାଇ କରୁଛନ୍ତି ରୋଜଗାର ଫୋକସ ପ୍ଲସ 9/3/2023(ବ୍ୟୁରୋ): ଆଜି କାଲି ସମସ୍ତେ ଅଜବ ଅଜବ ଉପାୟରେ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳୁଛି |କିଏ ବିଭିନ୍ନ ଫାଷ୍ଟ ଫୁଡ ଖାଇ ଟଙ୍କା…