ସୁଜାତା କାର୍ତ୍ତିକେୟନଙ୍କ କବ୍ଜାରେ ଥିଲେ ମହିଳା :ମନ୍ତ୍ରୀ

-ପଞ୍ଚାୟତିରାଜ ଖର୍ଚ୍ଚ ଦାବିକୁ ନେଇ ବିଜେଡିକୁ ମନ୍ତ୍ରୀ ରବି ନାଏକଙ୍କ ଟାର୍ଗେଟ
-‘ବିଜେଡି ସମୟରେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ହାତରେ ମହିଳାଙ୍କ ଦାୟିତ୍ବ ଥିଲା’
-‘ସୁଜାତା କାର୍ତ୍ତିକେୟନଙ୍କ ହାତରେ ମହିଳାଙ୍କ ଦାୟିତ୍ବ ଥିଲା’
-‘ବିରୋଧୀ କହୁଛନ୍ତି ଆମ ସମୟରେ ମହିଳାଙ୍କ ଅଧିକାରୀ କମିଛି’
-‘ଏହା ଶୁଣି କ’ଣ ବିଜୁ ବାବୁଙ୍କ ଆତ୍ମାକୁ କଷ୍ଟ ଲାଗିନଥିବ’

Leave a Reply

Your email address will not be published. Required fields are marked *