ଲୁଟ୍ । ସେ ପୁଣି ଏମିତି ସେମିତି ବ୍ୟକ୍ତି ନୁହନ୍ତି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଆଉ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ । IITରେ ପାଠ ପଢିଛନ୍ତି । ନବୀନ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏମିତି ଜଣେ ଜାଣିବାଶୁଣିବା ବ୍ୟକ୍ତିଙ୍କ ଠାରୁ ୧ କୋଟି ୪୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।
ସାଇବର ଠକେଇର ଶିକାର ହେଲେ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଜେଡି ବିଧାୟକ ତୁଷାରକାନ୍ତି ବେହେରା
ତୁଷାରକାନ୍ତିଙ୍କ ନିକଟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ
କାମ୍ବୋଡିଆର ପାର୍ଥ ଗୋପାନି ଗ୍ୟାଙ୍ଗ ଠକି ନେଲେ
ଅନ୍ଲାଇନ୍ ଟ୍ରେଡିଂର ଲୋଭ ଦେଖାଇ ଲୁଟ୍, ୭ ଗିରଫ
କେରଳ, ଆସାମ, ପଶ୍ଚିମବଙ୍ଗରେ ଚଢ଼ଉ