ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

କଟକ: ଶାନ୍ତି ଶୃଙ୍ଖଳାରେ ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା
କେଉଁଠୁ ବି ପ୍ରଶ୍ନପତ୍ର ଭାଇରାଲ ହେବାର ଅଭିଯୋଗ ଆସିନାହିଁ
ଆସନ୍ତା 19 ତାରିଖରୁ ଆରମ୍ଭ ହେବ ଖାତା ଦେଖା
ମେ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
ସିରିଏଲ ନମ୍ବର ଓ କ୍ୟୁ ଆର୍ କୋଡ ଯୋଗୁଁ ରୋକି ହେଲା ପ୍ରଶ୍ନପତ୍ର ଭାଇରାଲ
ଏଆଇ କ୍ୟାମେରା ଫଳପ୍ରଦ ହୋଇଛି, କେଉଁଠି ବି ବିଶୃଙ୍ଖଳା ହୋଇନି
ଏ ନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ

Leave a Reply

Your email address will not be published. Required fields are marked *