ଶ୍ରୀ ମିଶ୍ର ପୁଣି ଥରେ ହୁଇସିଲ୍ କଥା କହିଛନ୍ତି। ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି। ଆମେ ମଧ୍ୟ ହୁଇସିଲ ବାଜିବାର ଅପେକ୍ଷାରେ ଅଛୁ। ଯେଉଁଦିନ ହୁଇସିଲ ଫୁଙ୍କା ହେବ ସେହିଦିନ ବିଜେଡି ଗୋଲ ହୋଇଯିବ। ତାସ୍ ଘର ଭଳି ବିଜେଡି ଭାଙ୍ଗିଯିବ। ରାଜ୍ୟସଭାରେ ଦେଖିଲେ। ବିଧାନସଭାରେ ବି କ’ଣ କରୁଛନ୍ତି। ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ। ବିଜେଡିର ସମସ୍ତେ ଯୋଗାଯୋଗରେ ଅଛନ୍ତି ଏବଂ ଆଗକୁ ଅନେକ କଥା ଘଟିବ।
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିଜୁ ଜନତା ଦଳକୁ ଟାର୍ଗେଟ କରି କହିଲେ…..
