ସଫଳ ଚାଷୀର ସଫଳତା

ଫୋକସ ପ୍ଲସ ୪/୨/୨୩(ଯାଜପୁର):ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ l କୃଷି ହେଉଛି ଓଡିଶାର ମେରୁଦଣ୍ଡ l ଓଡିଶାରେ ଆଜି କୃଷି ହାର ଦିନ କୁ ଦିନ ବିଲୁପ୍ତ ହେବାକୁ ଲାଗିଛି l ଏହା ମଧ୍ୟରେ ଆମେ ଯାଇ ପହଂଚିଥିଲୁ, ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ଶାଳପଡା ଗ୍ରାମ ପଞ୍ଚାୟତର ଏକ ସଫଳ ଚାଷୀ ପ୍ରଫୁଲ ରାଉତଙ୍କ ପାଖରେ l ଯିଏ କି ଏକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ନିଜର ଚେଷ୍ଟା ଶକ୍ତି ଏବଂ ଆଧୁନିକ ଯନ୍ତ୍ର ପାତି ବଳରେ ଉନ୍ନତ ଧାରଣର ଚାଷ କରି ସଫଳତା ହାସିଲ କରି ଚର୍ଚ୍ଚାରେ ଅଛନ୍ତି lନିଜର ୨୫ ହେକ୍ଟର ଚାଷ ଜମିରେ ଆମ୍ବ ,ଲେମ୍ବୁ ,କଦଳୀ,ଆମ୍ବୃତଭଣ୍ଡା ,ନଡ଼ିଆ ଏବଂ ଅନେକ ଋତୁ କାଳୀନ ପନିପରିବା ବିନା ଚାଷ କରିଛନ୍ତି ବିନା ସାରରେ ! ଜୈବିକଖତ ଗୋବର ଦେଇ ଭଲ କିସମ ର ପନି ପରିବା ଉତ୍ପନ କରିବା ସହ ୧୫ରୁ ୨୦ ଜଣ ଶ୍ରମିକ ଙ୍କୁ ଜୀବିକା ଦେଇଛନ୍ତି !ବର୍ତମାନ ରାସାୟନିକ ସାର ଔଷଧ ଦ୍ୱରା ଚାଷୀ ଚାଷ କରି ଲାଭ ବାନ ହୋଇ ପାରିବ ନାହିଁ ବୋଲି ସେ କୁହନ୍ତି lଦୈନିକ ୧୫ରୁ୨୦ ଶ୍ରମିକ ସେଠି କାମ କରି ନିଜ ପରିବାର ରଭରଣ ପୋଷଣ କରୁଛନ୍ତି l

Leave a Reply

Your email address will not be published. Required fields are marked *