ସଂସଦ ଭବନ ଭିତରେ ପ୍ରତାପ ଷଡ଼ଙ୍ଗୀ ଆହତ

ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ
ସଂସଦ ଭବନ ଭିତରେ ପ୍ରତାପ ଷଡ଼ଙ୍ଗୀ ଆହତ
ସଂସଦ ସିଢି଼ରୁ ତଳେ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ
ରାହୁଲ ଗାନ୍ଧି ଜଣେ ସାଂସଦଙ୍କୁ ଧକ୍କା ଦେଲେ: ପ୍ରତାପ
ସେ ମୋ ଉପରେ ପଡ଼ିବାରୁ ମୁଁ ପଡ଼ିଗଲି: ପ୍ରତାପ ଷଡ଼ଙ୍ଗୀ

ଘଟଣା ସଂପର୍କରେ ସଫେଇ ଦେଇଛନ୍ତି ରାହୁଲ ଗାନ୍ଧି
‘ସଂସଦ ଭିତରକୁ ଯିବା ପାଇଁ ରୋକାଯାଉଥିଲା’
ଏହି ସମୟରେ ଠେଲାପେଲା ହୋଇଥିଲା: ରାହୁଲ ଗାନ୍ଧି
ଠେଲାପେଲା ବେଳେ ସେ ପଡ଼ି ଯାଇଥିଲେ: ରାହୁଲ ଗାନ୍ଧି

Leave a Reply

Your email address will not be published. Required fields are marked *