Breaking news ଶ୍ରୀଜିଉଙ୍କ ୫ ଘଣ୍ଟା ଦର୍ଶନ ବନ୍ଦ, ହେଲେ କାହିଁକି? ପଢ଼ନ୍ତୁ ପୁରା ଖବର Sukanta NayakNovember 27, 2024 ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି୫ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
ଅନାଥ ଝିଅ ଝିଲି ଖେଳିବେ ଜାତୀୟ ଦୃଷ୍ଟି ବାଧୂତ କ୍ରିକେଟ ଫୋକସ ପ୍ଲସ 17/3/23(ବ୍ୟୁରୋ): ଭଙ୍ଗା ଦଦରା ଚାଳ ଘରୁଯାଇ ଡେରାଡୁନ ପରେ ବାଙ୍ଗାଲୋର ରୁ ନେପାଳ ସବୁଥିଲା ଭଗବାନ ଙ୍କ ନିର୍ଦ୍ଦେଶ। କାରଣ ଭଗବାନ ଙ୍କ ବିନା…
୩୦ ମଇଁଷି ଉପରେ ମାଡିଗଲା ଟ୍ରେନ ରାୟଗଡା I ଫୋକସ ପ୍ଲସ 24/4(ରାୟଗଡା) ଟ୍ରେନ ଧକ୍କାରେ ମଇଁଷି ପଲର ୩୦ରୁ ଉର୍ଦ୍ଧ ମଇଁଷିଙ୍କ ହୋଇଛି ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ନିକଟସ୍ଥ…
Breaking news:ଯୁବତୀଙ୍କୁ ଛୁରା ମାଡ଼! କଟକ ମାଣିକ ଘୋଷ ବଜାରରେ ଛାତ୍ରୀଙ୍କୁ ଛୁରାମାଡ଼ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଛୁରାମାଡ଼ କରି ଯୁବକ ଫେରାରଗୁରୁତର ଛାତ୍ରୀ କଡ଼କ ବଡ଼ ମେଡିକାଲକୁ ସ୍ଥାନାନ୍ତରିତଆକ୍ରମଣର କାରଣ…