ରାଜ୍ୟ ଲିଙ୍ଗରାଜ ମନ୍ଦିରର ନିକଟରେ ଅସମ୍ଭାଳ ଭିଡ଼ Sukanta NayakFebruary 26, 2025 ଲିଙ୍ଗରାଜ ମନ୍ଦିରର ନିକଟରେ ଅସମ୍ଭାଳ ଭିଡ଼ମନ୍ଦିରର ସିଂହଦ୍ଵାର ନିକଟରେ ଠେଲାପେଲା ପରିସ୍ଥିତିଠେଲାପେଲାରେ 2 ଜଣ ମହିଳା ଭକ୍ତ ଆହତ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ଜିଲ୍ଲାର…
ଗଡପଳାଶୁଣି ଫରେଷ୍ଟ ବିଟ ପ୍ଲାଣ୍ଟେସନରେ ମହା ଦୁର୍ନୀତି କଙ୍କଡ଼ାହାଡ଼: ଢେ଼ଙ୍କାନାଳ ଜିଲ୍ଲା ମହାବୀରୋଡ ବନଖଣ୍ଡ ଅଧିନରେ ଥିବା ଗଡପଳାଶୁଣି ଫରେଷ୍ଟ ବିଟ ଅଧୀନରେ ବହୁ ମାତ୍ରା ରେ ଚାଲିଛି ବନବିଭାଗର ପ୍ଲାଣ୍ଟେସନ ଦୁର୍ନୀତି। ଗଡପଳାଶୁଣି ବେହେରା…
ଭୋଟ ଗଣତିକୁ ଅପେକ୍ଷା ,ଆଶା ଆଶଙ୍କାରେ ଦିନ ଗଣୁଛନ୍ତି ଆଶାୟୀ ପାର୍ଥୀ ତାଳଚେର :ତାଳଚେର ବ୍ଲକରେ ମଙ୍ଗଳବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବହୁ ଉତ୍କଣ୍ଠା ଓ ଛକାପଞ୍ଝା ମଧ୍ୟରେ ସମାପନ ହୋଇଛି । ଉକ୍ତ ନିର୍ବାଚନ ବୈତରଣୀ ପାର…