Breaking newsଅପରାଧଆଞ୍ଚଳିକ ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର,ମାଡ଼ିବସିଲା ଭିଜିଲାନ୍ସ! Sukanta NayakDecember 17, 2024 ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି BEO ଅଫିସ୍ର ଘଟଣା
ଅବ୍ୟବସ୍ଥା ଘେରରେ ବାହାଡାଝୋଲା ଫାଣ୍ଡି | ଫୋକସ ପ୍ଲସ 27/4(ନୟାଗଡ଼): ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଏବେ ଅବ୍ୟବସ୍ଥା ଘେରରେ ପଡ଼ି ରହିଛି | ସୂଚନା ଥାଉ କି…
ବିରୋଧୀଙ୍କୁ ବନ୍ଧୁତ୍ୱର ହାତ ବଢ଼ାଇଲେ ମୋଦି ସାଧାରଣ ନିର୍ବାଚନ ପରେ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଏହି ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ମାନଙ୍କୁ…
କାହିଁକି ଜେଲ୍ରୁ ବାହାରି ଇସ୍ତଫା ଦେଲେ କେଜ୍ରିୱାଲ? Arvind kejriwal : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ନିଜ ଆସନ ଛାଡିବେ ବୋଲି ଏଏପି…