ରେଙ୍ଗାଲି ରେ ଦିନକୁ ଦିନ ବଢ଼ି ଚାଲିଛି କରେଶ ବେପାର

ଫୋକସ ପ୍ଲସ 25/11/22 ( ରେଙ୍ଗାଲି ): ରେଙ୍ଗାଲି ରେ ବଢ଼ି ଚାଲିଛି କପଶିରପ ଚାଲାଣ୍ଡ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରାମଚନ୍ଦ୍ର ନଗର ଅଞ୍ଚଳ ରୁ ରେଙ୍ଗାଲି ପୋଲିସ କପସିରପ ଚଳାଣ କରୁଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରପ କରି କୋର୍ଟ ଚାଲାଣ କରିଛି I ଅଭିଯୁକ୍ତ ମାନେ ହେଲେ କ୍ଷେତ୍ର ମହନ ମେହେର ବୟସ 52 ଓ କୁନ୍ଦନ୍ ସାହୁ ବୟସ 21 ଗୋଟିଏ ବାଇକ ରେ କପସିରପ ଚାଲାଣ କରୁଥିବା ଖବର ପାଇ ରେଙ୍ଗାଲି ପୋଲିସ ରାମଚନ୍ଦ୍ର ନଗର ଛକ ରେ ଯାଞ୍ଚ କରୁଥିବା ବେଳେ ଜଣ ଙ୍କୁ ଗିରପ କରିଥିଲା ଅଧିକ ତଦନ୍ତ ପରେ କୁନ୍ଦନ ସାହୁ କୁ ଗିରପ କରିଥିଲା ବାଇକ କୁ ଜବତ କରିଥିଲା ରେଙ୍ଗାଲି ପୋଲିସ। ସବୁଠୁ ବଡ଼ କଥା ହେଲା ରେଙ୍ଗାଲି ରେ ବାରମ୍ବାର କପସିରପ ଲେଙ୍କା କାରି କୁ ଗିରପ କରୁଛି ପୋଲିସ ହେଲା ଏହାର ମୁଖ୍ୟ ଖଳନାୟକ କିଏ। ରେଟ ପାଉ ନିକି ରେଙ୍ଗାଲି ପୋଲିସ ରେଙ୍ଗାଲି ଅଞ୍ଚଳ ରେ ଏବେ ଖୁଲମ୍ ଖୁଲା କରେସ , ଗଞ୍ଜେଇ , ଟେବଲେଟ , ଓ ଅନ୍ୟନ୍ୟ ନିଶା ଦ୍ରବ୍ୟ ଆଡ୍ଡା ସ୍ଥଳୀ ପାଲଟିଛି । ରେଙ୍ଗାଲ ଅଞ୍ଚଳ ନିଶା କାରବାର କୁ ନେଇ ବଡ଼ି ଚାଲିଛି ଅପରାଧ ଏବଂ ରେଙ୍ଗାଲି ଓ ସମ୍ବଲପୁର ପୋଲିସ ପ୍ରଶାସନ ଢିଲା ପାଲଟିଛି ବୋଲି ସାଧାରଣ ଲୋକେ ଭାବୁଛନ୍ତି କିଛି ଦିନ ପୁର୍ବ ରୁ ସଲେପଡ଼ା ଛକ ରେ ଭୂଜାଲି ମାଡ଼ ତ ତା ପରେ ରେଙ୍ଗାଲି ବସ୍ତି ରେ 21 ବର୍ଷ ର ଯୁବକ କୁ ହତ୍ୟା ଦିନ ଦ୍ୱିପହର ଗଡୁଛି ମୁଣ୍ଡ ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ଓ ସମ୍ବଲପୁର ପୋଲିସ ର ଅବହେଳା ଯୋଗୁଁ ଏ ସବୁ ଘଟୁଛି ବୋଲି ଲୋକେ ମତପ୍ରକାଶ କରୁଛନ୍ତି l ହେଲେ କେବେ ପୋଲିସ ପ୍ରଶାସନ ରେଙ୍ଗାଲି ରେ ଠିକ ସେ ସଜାକ ରହିବ ତାକୁ ହିଁ ଅପେକ୍ଷା l

Leave a Reply

Your email address will not be published. Required fields are marked *