ସମ୍ବଲପୁର,ରେଙ୍ଗାଲି11/01/2024: ସମ୍ବଲପୁର ରେଙ୍ଗାଲି ରେ ଚାଷୀ ଙ୍କ ଆଖି ରେ ଲୁହ ବର୍ଷ ବର୍ଷ ର ମେହେନତ ପାଣି ରେ ପଡୁଛି ରେଙ୍ଗାଲି ର ଦୁର୍ଗା ରାଇସ ମିଲ l ଚାଷୀ ଙ୍କ ଧାନ କୁ କଟନୀ ଛଟଣି କରି କୁଇଂଟାଲ ପିଛା 5ରୁ 10 କେଜି ଧାନ କାଟୁଛି ରେଙ୍ଗାଲି ର ଦୁର୍ଗା ଟାଇସମିଲ ଆଉ ସବୁ ଜାଣି ଶୁଣି ଯୋଗାଣ ବିଭାଗ କୁମ୍ମକର୍ଣ୍ଣ ନିଦ୍ରାରେ
ରେଙ୍ଗାଲି ରେ ଅନେକ ଗୁଡ଼ାଏ ରାଇସମିଲ ଅଛି ହେଲେ ସମସ୍ତ ଙ୍କ ଠୁ ଟପି ଗଲା ରେଙ୍ଗାଲି ର ଦୁର୍ଗା ରାଇସ ମିଲ କଟନୀ ଛଟଣି କରି ଚାଷୀ ଙ୍କ ଆଖି ରେ ଲୁହ ଦେଉଛି ରେଙ୍ଗାଲି ର ଦୁର୍ଗା ରାଇସମିଲ ପ୍ରଶାସନିକ ଅଧିକାରୀ ଙ୍କ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ସବୁ ଜାଣି ଶୁଣି ନିରବ ରହୁଛନ୍ତି l ତଳୁ ଉପର ପର୍ଯ୍ୟନ୍ତ ଯେତେ ପ୍ରଶାସନନିକ ଅଧିକାରୀ ଅଛନ୍ତି ସମସ୍ତେ ମିଲ ମାଲିକ ସହ ହାତ ମିଳଇ ଛନ୍ତି ବୋଧେ ସେଥିପାଇଁ ମିଲ ମାଲିକ ଙ୍କ ଦାଦାଗିରି ସୀମା ଟପୁଛି ବୋଳି ଚାଷୀ ମାନେ ଅଭିଯୋଗ କରୁଛନ୍ତି
ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ରେଙ୍ଗାଲି ର ଦୁର୍ଗା ରାଇସମିଲ ମାଲକ ନିଜେ ମଧ୍ୟ୍ୟ କହୁଛନ୍ତି ପ୍ରଶାସନ ର ଅବହେଳା ଯୋଗୁ ଏ ସବୁ ହଉଛି କିନ୍ତୁ ରେଙ୍ଗାଲି ଚାଷୀ ଙ୍କୁ ଲୁଟିବାରେ ଏକ ନମ୍ବର ରେଙ୍ଗାଲି ର ଦୁର୍ଗା ରାଇସ ମିଲ l ରେଙ୍ଗାଲି ରେ ଅନେକ ଗୁଡ଼ାଏ ମିଲ ଅଛି ହେଲେ ସମସ୍ତ ଙ୍କ ଠୁ ଟପି ଯାଉଛି ଦୁର୍ଗା ରାଇସମିଲ l ନିୟମ ମୁତାବକ ମାର୍କେଟ ଆଡ଼ ରେ କଟନୀ ଛଟଣି ଡିସାଇଡ଼ ହେବା କଥା କିନ୍ତୁ ରେଙ୍ଗାଲି ରେ ଚାଲିଛି ଅଲଗା ସିଧା ସଳଖ ଯାଉଛି ଧାନ ବୋଝେଇ ଗାଡି ମିଲ କୁ ଆଉ ସେତେବେଳେ ଯେଉଁ ଚାଷୀ ର ଭାଗ୍ୟ ରେ ପଡିଲା ଦୁର୍ଗା ରାଇସ ମିଲ କୁ ଧାନ ନେଇ କି ଯିବାର ସେଇ ଚାଷୀ କାନ୍ଦି କାନ୍ଦି ଆସୁଛି ଘରକୁ l ଏଭଳି କାଟୁଛି ରେଙ୍ଗାଲି ର ଦୁର୍ଗା ରାଇସମିଲ ଚାଷୀ ଙ୍କ ଠୁ ଧାନ l ଯୋଗାଣ ବିଭାଗ, ସମବାୟ ବିଭାଗ ର ବଡ଼ ବଡ଼ ବାବୁ ସମସ୍ତେ ଜାଣି ଶୁଣି ଆମେ ଦେଖୁଛି କହି ନିରବ ହୋଇ ଯାଉଛନ୍ତି l ଖୋଲା ଖୋଲି ଭାବରେ ମିଲର ଓ ପ୍ରଶାସନ ର କିଛି ଭିତିରି ଡିଲ ଅଛି ବୋଳି ଯାହା ଚର୍ଚ୍ଚା ହେଉଛି l
ଏଠି ପ୍ରଶ୍ନ କାହିଁକି ରେଙ୍ଗାଲି ର ଦୁର୍ଗା ରାଇସମିଲ ଚାଷୀ ଙ୍କ ଧାନ ବେଶୀ ମାତ୍ରା ରେ କାଟୁଛି??? କଣ ପାଇଁ ସବୁ ଜାଣି ଶୁଣି ନିରବ ଯୋଗାଣ ବିଭାଗ ର ଅଧିକାରୀ?? କାହିଁକି ବେ ଲଗାମ୍ ରେଙ୍ଗାଲି ର ଦୁର୍ଗା ରାଇସ ମିଲ?? ଦାୟିତ୍ୱ ରେ ଥିବା ବାବୁ ବାବୁଆଣି ମାନେ କଣ ପାଇଁ ନିରବ?? ମିଲ ମାଲିକ
ଏବଂ ପ୍ରଶାସନନିକ ଅଧିକାରୀ ଙ୍କ ସହ ଅଛି କି କିଛି ଭିତିରି ଡ଼ିଲ??? କାହଁକି ଚୁପଚାପ ଅଛି ଜିଲ୍ଲାପ୍ରଶାସନ???