ରାଷ୍ଟ୍ରପତିଙ୍କୁ ଭେଟିଲେ ସୂର୍ଯ୍ଯବଂଶୀ ସୂରଜ

ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡ଼ିଶାର କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ । ସୋସିଆଲ ମିଡ଼ିଆରେ ଛାଡ଼ିଲେ ସାକ୍ଷାତ ସମୟର ଫଟୋ ।

Leave a Reply

Your email address will not be published. Required fields are marked *