Breaking news ରାତ୍ରି ଭୋଜନ ଖାଇ ୧୧ ANM ଅସୁସ୍ଥ Sukanta NayakNovember 18, 2024 ଦେବଗଡ଼ ANM ସେଣ୍ଟରରେ ରାତ୍ରିଭୋଜନ ଖାଇ ୧୧ ଅସୁସ୍ଥଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତିCDMOଙ୍କ କାର୍ଯ୍ୟାଳୟ ଘେରାଉ କଲେ ଏଏନ୍ଏମ୍ ଛାତ୍ରୀANM ସେଣ୍ଟର ଅଧ୍ୟକ୍ଷାଙ୍କ ଅବହେଳା ଅଭିଯୋଗରେ ବଦଳି ଦାବି
ଭାରତୀୟ କ୍ରିକେଟ ଦଳର ୪ ଜଣଙ୍କୁ କୋରୋନା …. ଭାରତୀୟ କ୍ରିକେଟ ଦଳର ୪ ଜଣଙ୍କୁ କୋରୋନା ଶିଖର ଧୱନ, ଋତୁରାଜ ଗାଏକୱାଡ୍, ଶ୍ରେୟସ ଆୟର ସଂକ୍ରମିତ ବୋଲର ନବଦୀପ ସାଇନି ବି କୋଭିଡ୍ ଆକ୍ରାନ୍ତ ଏମାନଙ୍କ…
ଉଦ୍ଧାର ହେଲା ଭଦ୍ରକ ରୁ ଝୁଲନ୍ତା ଅବସ୍ଥାରେ ଶବ I ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଅନ୍ତର୍ଗତ ପଥରପଦା ନିକଟରେ ଏକ ବବୁରି ଗଛରେ ଅଜଣା ଯୁବକଙ୍କ ର ଝୁଲନ୍ତା ଶବ ଦେଖବାକୁ ମିଳିଥିଲା।ପ୍ରକାଶ ଥାଉକି କ୍ଷେତକୁ କାମକରିବାକୁ…
ପରଲୋକରେ ମହାରାଣୀ ଏଲିଜାବେଥ୍ ଫୋକସ ପ୍ଲସ(ବ୍ୟୁରୋ)୦୯/୦୯/୨୦୨୨: ଆରପାରିରେ ବ୍ରିଟେନର ମହାରାଣୀ ଏଲିଜାବେଥ୍ l ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମହାରାଣୀ l ସ୍କଟଲ୍ୟାଣ୍ଡ ର ବାରମୋଲାର ମହଲରେ…