ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍ର ବିଶାଳ ସ୍କୋର
ବିରାଟ୍ ଓ ରୋହିତଙ୍କ ପରେ ରାହୁଲ ଖେଳିଲେ ଦମଦାର ଇନିଂସ
ଅଧିନାୟକ କେଏଲ ରାହୁଲଙ୍କ ବ୍ୟାଟରୁ ୬୦ ରନ୍ର ଇନିଂସ
ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୫୦ ରନ୍ର ଟାର୍ଗେଟ୍
ବିଜୟ ପାଇଁ ପଡ଼ିଆରେ ସଂଘର୍ଷ କରିବ ଟିମ୍ ମାକ୍ରାମ୍
ଟେଷ୍ଟ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଦଳ
ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍ର ବିଶାଳ ସ୍କୋର
