ଏଣିକି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆଉ ଆସିବାକୁ ପଡ଼ିବନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏବେ ଉପଖଣ୍ଡ ଡାକ୍ତରଖାନାରେ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର । ରାଜ୍ୟର ୩୩ଟି ଉପଖଣ୍ଡ ଡାକ୍ତରଖାନାରେ ସୁବିଧା ଯୋଗାଇବାକୁ ବ୍ୟବସ୍ଥା ହୋଇଥିବା ସୂଚନା । ଏନେଇ ପଦକ୍ଷେପ ନେବାକୁ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ।
ରାଜ୍ୟ ସରକାରଙ୍କର ବଡ଼ ଘୋଷଣା।ଏବେ ଉପଖଣ୍ଡ ଡାକ୍ତରଖାନାରେ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର ।
