Breaking news ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ। Sukanta NayakFebruary 25, 2025 ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନବଙ୍ଗୋପସାଗର ଭୂମିକମ୍ପର କେନ୍ଦ୍ରସ୍ଥଳରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍କାପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପସକାଳ ୬ଟା ୧୦ ମିନିଟରେ ଭୂମିକମ୍ପ
ନାଗପୁରରେ ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ, ନବଜାତକୁ ବିକିଲେ ଡାକ୍ତର ଆମେ ଡାକ୍ତରଙ୍କୁ ଭଗବାନଙ୍କ ଭଳି ମାନିଥାଉ । ହେଲେ ହାତ ଗଣତି କିଛି ଟଙ୍କା ପାଇଁ ସେମାନେ ଭଗବାନରୁ ସୈତାନ ପାଲଟିଯାଆନ୍ତି, ତାହାର ସଦ୍ୟତମ ଘଟଣା ଦେଖିବାକୁ…
ବଳାତ୍କାର ମାମଲାରେ ପଞ୍ଜାବର ବିଧାୟକ ସିମରଜିତ ସିଂ ବେନ୍ସଙ୍କୁ ଏସସି ଏକ ସପ୍ତାହ ସୁରକ୍ଷା ପ୍ରଦାନ କରିଛି ବଳାତ୍କାର ମାମଲାରେ ଗିରଫ ୱାରେଣ୍ଟର ସମ୍ମୁଖୀନ ହେଉଥିବା ଲୋକ ଇନସାଫ ପାର୍ଟିର ବିଧାୟକ ସିମରଜିତ ସିଂ ବେନ୍ସଙ୍କୁ ଏକ ସପ୍ତାହ ଧରି ଗିରଫ ନକରିବାକୁ ସୁପ୍ରିମକୋର୍ଟ ଗୁରୁବାର…
ଆମପାଣି ଘାଟି ରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା । ଫୋକସ ପ୍ଲସ 8/12/2022( କୋକସରା): ଆମପାଣି ଘାଟି ରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା । ଆଜି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରାସ୍ତାରେ…