- ରାଜ୍ୟରେ ଜାରି ରହିଛି ଶୀତ ଲହରୀ
- ଲଗତାର ୪ ଦିନ ଧରି କଲବଲ କଲାଣି ଶୀତ
- ଆଭ୍ୟନ୍ତରିଣ ଅଞ୍ଚଳର ଏକାଧିକ ସ୍ଥାନରେ ଖସିଲା ପାରଦ
- ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଲା
- ୨୨ ତାରିଖ ଯାଏଁ ରାଜ୍ୟରେ କୋହଲା ପାଗ ସହ ବର୍ଷା ସମ୍ଭାବନା
- ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ରାଜ୍ୟରେ କୋହଲା ପାଗକୁ ବର୍ଷା ସମ୍ଭାବନା
