ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତିରୁ ବଞ୍ଚିତ 1 ଲକ୍ଷ ମହିଳା
-ରାସନକାର୍ଡ ଓ ଆୟରେ ତାଳମେଳ ନ ଥିବାରୁ 1 ଲକ୍ଷ ମହିଳା ବଞ୍ଚିତ
-ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି
-ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
-ମାର୍ଚ୍ଚ 31 ପରେ ୱାନ୍ ଟୁ ୱାନ ସର୍ଭେ ହେବ: ପ୍ରଭାତୀ ପରିଡ଼ା
-ମାର୍ଚ୍ଚ 31 ପର୍ଯ୍ୟନ୍ତ ଯାହାଙ୍କୁ 21 ବର୍ଷ ହେଉଥିବା ଆବେଦନ କରିପାରିବେ
ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ସୁଭଦ୍ରା ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି:ପ୍ରଭାତି
