Breaking newsଅପରାଧମୁଖ୍ୟ ଖବର ରକ୍ତ ଦେବା ପାଇଁ ଲାଞ୍ଚ thefocusplusFebruary 7, 2022 ନେଲା ବେଳେ ଧରାପଡ଼ିଲେ ଲ୍ୟାବ୍ ଟେକ୍ନିସିଆନ, କଟକ ଏସସିବି ମେଡିକାଲ ରକ୍ତଭଣ୍ଡାର ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ୱାଇଁ, ୨ ବୋତଲ ରକ୍ତ ଦେବାକୁ ଜଣେ ରୋଗୀଙ୍କ ସଂପର୍କୀୟଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିବା ପରେ କିଶୋରଙ୍କ ଚାନ୍ଦିନୀଚୌକ ଓ ଗୋବିନ୍ଦପୁର ଘରେ ରେଡ୍.
କାଲିଠୁ ଏହି ୧୨ଜିଲାରେ ପ୍ରବଳ ବର୍ଷିବ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।…
ସମାଜସେବାର ଅନ୍ୟ ନାମ ମଦନମୋହନ ନାୟକ ଫୋକସ ପ୍ଲସ 30/3/23(ବ୍ୟୁରୋ): ମଣିଷ ଜୀବନ ପାଣିଫୋଟକା କହିଲେ ଭୂଲ୍ ହେବନାହିଁ। ତେଣୁ ମଣିଷ ଜନ୍ମ ହେବା ପରେ ତାହାର ଭଲକର୍ମ କୁ ଅନ୍ୟ ମାନେ ଅନୁସରଣ…
କଂଗ୍ରେସର ଧାରଣା ଦ୍ୱିତୀୟ ଦିନରେ , ବିଡ଼ିଓ ଓ ତାରାଙ୍କ ମଧ୍ୟରେ କଥା କଟାକଟି ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିଲା କଂଗ୍ରେସ ର ଧାରଣା । ୧୬ ଦଫା ନେଇ ଚାଲିଥିଲା ଏହି ଧାରଣା । ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଡ଼ଃ…