ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି: ପ୍ରଭାତୀ ପରିଡ଼ା

ଲକ୍ଷପତି ଦିଦି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମ୍ବୋଧନ।
ବିକଶିତ ଭାରତ ଗଠନ ଦିଗରେ ମହିଳାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ
ଲକ୍ଷପତି ଦିଦି ଆଗକୁ କରୋଡ଼ପତି ଦିଦି ଭାବେ ଆଖ୍ୟା ପାଇବେ
ଓଡ଼ିଶା ବର୍ଷକ ମଧ୍ୟରେ 16 ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛି
ସମଗ୍ର ଭାରତ ବର୍ଷରେ ଏକ ନମ୍ବର ରାଜ୍ୟର ଆଖ୍ୟା ପାଇଛି ଓଡ଼ିଶା
ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି: ପ୍ରଭାତୀ ପରିଡ଼ା
ଭାରତର ଅର୍ଥନୀତିକୁ ସଶକ୍ତ କରିବାରେ ଲକ୍ଷ ପତି ଦିଦିଙ୍କ ବଡ଼ ଭୂମିକା
ବିକଶିତ ଭାରତ ଗଠନ ଦିଗରେ ମହିଳାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ

Leave a Reply

Your email address will not be published. Required fields are marked *