ଯିଏ ବି ପରଦା ପଛରେ ଅଛି, ତାକୁ ଜବାବ ମିଳିବ: ରାଜନାଥ

ପହଲଗାମ ଆକ୍ରମଣ ନେଇ ରାଜନାଥଙ୍କ ପ୍ରତିକ୍ରିୟା
‘ଭାରତକୁ କେହି ଡରାଇପାରିବେ ନାହିଁ’
ଆତଙ୍କ ବିରୋଧରେ ସାରାଦେଶ ଏକଜୁଟ୍: ରାଜନାଥ
ଯିଏ ବି ପରଦା ପଛରେ ଅଛି, ତାକୁ ଜବାବ ମିଳିବ: ରାଜନାଥ
‘ଷଡ଼ଯନ୍ତ୍ରକାରୀଙ୍କ ପାଖରେ ଆମେ ପହଞ୍ଚିବୁ’

ସାଉଥ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୈଠକ
NSA ଅଜିତ ଡୋଭାଲାଙ୍କୁ ନେଇ ଚାଲିଥିଲା ବୈଠକ
ବୈଠକରେ ୩ ସେନାର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ
ଜାମ୍ମୁ ଓ କାଶ୍ମୀରର ସୁରକ୍ଷା ସ୍ଥିତିକୁ ନେଇ ବୈଠକ

Leave a Reply

Your email address will not be published. Required fields are marked *