ଓଡ଼ିଶା ଆସିବ କେନ୍ଦ୍ର ସରକାରଙ୍କ ୧୪ ଜଣିଆ ଟିମ୍
ICMR, WHO, ଖାଦ୍ୟ ସୁରକ୍ଷା ଓ NCDC ଟିମ୍
ଯାଜପୁରର ୪୧ ସାମ୍ପୁଲରୁ ୮ ହଇଜା ଚିହ୍ନଟ ସୂଚନା
ଯାଜପୁରରେ ଚିକିତ୍ସିତ ହେଉଛନ୍ତି ୨୧୩ ରୋଗୀ
ଯାଜପୁରରେ ହଇଜା :ଚିକିତ୍ସିତ ହେଉଛନ୍ତି ୨୧୩ ରୋଗୀ,କେନ୍ଦ୍ରରୁ ଆସିବ ଟିମ୍

Breaking And Latest News Of Odisha