ଦେଶ ବିଦେଶମୁଖ୍ୟ ଖବର ମୁମ୍ବାଇ ସିରିଏଲ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଗିରଫ thefocusplusFebruary 5, 2022 ଭାରତର ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଙ୍କୁ ବଡ଼ ସଫଳତା ୧୯୯୩ UAEରୁ ଗିରଫ ହେଲା ଆତଙ୍କବାଦୀ ଅବୁ ବକ୍ର ଖୁବ୍ଶୀଘ୍ର ତାକୁ UAEରୁ ଭାରତକୁ ଅଣାଯିବ ୨୯ ବର୍ଷ ଧରି ଅବୁ ବକ୍ର ଥିଲା ମୋଷ୍ଟ ୱାଣ୍ଟେଡ୍ ତା ନାଁରେ ଜାରି ହୋଇଥିଲା ରେଡ୍ କର୍ଣ୍ଣର ନୋଟିସ
ରାମ ନବମୀ ଏବଂ ଏହାର ମହତ୍ତ୍ୱ ଫୋକସ ପ୍ଲସ 30/3/23(ବ୍ୟୁରୋ): ସେ ମାନବ ରୂପ ମର୍ଯ୍ୟାଦା ପୁରୁଷୋତ୍ତମ, ଧର୍ମ ସଂସ୍ଥା ପନା ପାଇଁ ତାଙ୍କର ଅବତାର,ତାଙ୍କ ଆଗମନ ଧରା ଧାମ ଆଣିଥିଲା ଅପୂର୍ଵ ଉନ୍ମାଦନା,ପାପର…
ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ ହତ୍ୟା କଲା ମାଆ ଫୋକସ ପ୍ଲସ 6/3/2023(ବ୍ୟୁରୋ): ମା ଶବ୍ଦଟି କେତେ ମଧୁର ,ଏ ସଂସାରରେ ମା ଠୁ ବଡ ଆଉ କେହି ନାହିଁ | ମା ଶବ୍ଦ ଯେତିକି ମଧୁର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୭ ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ। •ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୭ ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ•କାର୍ଯ୍ୟକ୍ରମ ଆରମ୍ଭରୁ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ•ଛଟ୍ ପର୍ବ ହିଁ ଏକତାର ପ୍ରତୀକ ଅଟେ:…