ଫୋକସ ପ୍ଲସ 2/12/22 (କଲିଙ୍ଗନଗର): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ JSW କାରଖାନା ଲୋଡିଂ ସାଇଟ ରେ ଗତ ଅପ୍ରେଲ ମାସ ରେ ଦୁର୍ଘଟଣାରେ ଗୌତମ ଜେନା ନାମକ ଜଣେ ଶ୍ରମିକ ମୃତ୍ଯୁବରଣ କରିଥିଲା। ଯାହା ର କ୍ଷତିପୁରଣ ବାବଦ କୁ ୨୨ ଲକ୍ଷ୍ଯ ଟଙ୍କା ଦିଆଜିବ ବୋଲି କାରଖାନା ର କାର୍ଯ୍ୟକର୍ତା । ଦାନଗଦୀ ଉପ ତହସିଲ ଦାର ନାରାୟଣ ଦିକ୍ଷିତ। ମୂତ ବ୍ଯକ୍ତି ର ଭାଇ ବସି ଆପସ ବୁଝାବଣା କରିଥିଲେ। ଯାହା କି ଗତ ଅଗଷ୍ଟ ମାସରେ ୧୦ ଲକ୍ଷ୍ଯ ଟଙ୍କା ଇନସୁରାନ୍ସ କମ୍ପାନୀ ଦ୍ବାରା ମିଲିବା ପରେ ଅବଶିଷ୍ଟ ୧୨ ଲକ୍ଷ୍ଯ ଟଙ୍କା ମିଲିବାର ସମୟ ବିଲମ୍ବ ହେବା ରୁ ଗତ ନଭେମ୍ବର ୨୫ ତାରିଖ ରେ ସହ ପରିବାର କାରଖାନା ପାଖକୁ ଆସି ଆମ ସ୍ଥାନୀୟ ପ୍ରତିନିଧି ପଦ୍ମନାଭ ପହି ଓ ଏଡିଏମ କଲିଙ୍ଗନଗର। ଉପ ତହସିଲଦାର ନାରାୟଣ ଦିକ୍ଷିତ ଙ୍କୁ ସାକ୍ଷାତ କରି ନିଜର ଦୁଃଖ ପ୍ରକାଶ କରିବା ପରେ ଉପ ତହସିଲଦାର ଙ୍କ ହସ୍ତକ୍ଷେପ ଓ ଆମ ପ୍ରତିନିଧି ଙ୍କ ନିୟୁଜ ପରେ ମୁତ୍ଯୁ ଗୌତମ ଙ୍କ ସ୍ତ୍ରୀ ବ୍ଯାଙ୍କ ଖାତା କୁ ଅବଶିଷ୍ଟ ୧୨ ଲକ୍ଷ୍ଯ ଟଙ୍କା ସଂମ୍ପୁକ୍ତ କାରଖାନା ପଠାଇବାଇଥିବା କଥା ନିଜ ପ୍ରତିକିୟା ରେ କହିଛନ୍ତି। ମୁତ୍ଯୁ ଗୌତମ ଜେନା ଙ୍କ ସ୍ତ୍ରୀ ଓ ପରିବାର ଯାହା ଫଳ ରେ ମୁତ୍ଯୁ ଗୌତମ ଜେନା ଙ୍କ ସ୍ତ୍ରୀ ଓ ପୁରା ପରିବାର ଫୋକସ ପ୍ଲସ୍ ପାଖରେ ଋଣୀ ରହିବା ସହିତ କାରଖାନା ଓ ଜିଲାପ୍ରସାସନ କୁ ମଧ୍ଯ ଧନ୍ଯବାଦ ଜଣାଇଛନ୍ତି। ଏଥି ସହିତ ପୁରା ପରିବାର କାରଖାନା କୁ ଯାଇ କାରଖାନା ର ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କୁ ସାକ୍ଷାତ କରି ସମସ୍ତ କାଗଜ ପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରି ନିଜ ରାଜ୍ଯ କୁ ଫେରି ଯାଇଥିବା ଦେଖିବାକୁ ମିଳିଛି ।
ମୁତ୍ଯୁ ପରିବାର ସମ୍ପୂର୍ଣ୍ଣ କ୍ଷତି ପୁରଣ ପାଇବା ପରେ ଫୋକସ ପ୍ଲସ୍ କୁ ଧନ୍ଯବାଦ ଦେଲେ।
