ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଜଗତସିଂହପୁରବାସୀଙ୍କ ପାଇଁ ଏହି ଖୁସି ଖବର ଆସିଛି। ସେ ମେଡିକାଲ କଲେଜ ନେଇ ଘୋଷଣା କରିଛନ୍ତି। ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗତସିଂହପୁରରେ ମେଡିକାଲ କଲେଜ ହେଲେ କିଛିକାଂଶରେ ରାଜ୍ୟବାସୀଙ୍କ ସମସ୍ୟା କମିଯିବ। ଲୋକେ ଉନ୍ନତଧରଣର ସ୍ବାସ୍ଥ୍ୟସେବା ପାଇବେ। 

Leave a Reply

Your email address will not be published. Required fields are marked *