-ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି କହିଲେ ମୁଖ୍ୟମନ୍ତ୍ରୀ
-ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଲେ ମୁଖ୍ୟମନ୍ତ୍ରୀ
-‘୧୯୯୦ ଓ ୨୦୦୨ରେ ଠକେଇରେ ଶିକାର ହୋଇଥିଲି’
-‘ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ’
-‘ଟଙ୍କା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲି ସଂସ୍ଥା ନାହିଁ’
-‘୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲା ନାହିଁ’
ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର
