ମୁଁ ଆଉ ମୋ ପରି ଯୁବପିଢ଼ି ଆଜି ଦିଗହରା: ଏଲିନା ଦାଶ

ନିଜ ଦଳ ବିରୋଧରେ ପୁଣି ବିସ୍ଫୋରଣ କଲେ ଏଲିନା ଦାଶ
ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିଲି
ମୁଁ ଆଉ ମୋ ପରି ଯୁବପିଢ଼ି ଆଜି ଦିଗହରା: ଏଲିନା ଦାଶ
BJD ସିଷ୍ଟମ୍‌କୁ ହାଇଜାକ୍ କରିବାକୁ କ୍ରୀତଦାସଙ୍କୁ ସଫଳ କରାଇଦେବା ଉଚିତ୍ କି?
କ୍ରୀତଦାସଙ୍କ କୋଟେରି ଗ୍ରୁପ୍‌ଙ୍କ ଉଦ୍ୟମକୁ ସଫଳ କରାଇ ଦିଆଯିବା ଉଚିତ୍ କି ?
ହାରୁ ନେତା ମଇଦାନ ଛାଡ଼, ଯୁବପିଢ଼ି ଆଗେ ବଢ଼ୋ
ଆଉ କେତେଦିନ ଏଇ ଶୁଖିଲା ଅହଂକାରୀଙ୍କୁ ଦେବା ସମ୍ମାନ?
ଏଇ ଛଦ୍ମବେଶୀ ମାନେ ମନେ ମନେ ଭାବୁଛନ୍ତି ଆମେ ଭଗବାନ
ଆସ ବନ୍ଧୁ ସ୍ଵର ମିଶାଇ ଦେବା ଆହ୍ବାନ, ଆରମ୍ଭ କରିବା ଓଡ଼ିଶା ବଞ୍ଚାଅ ଅଭିଯାନ !
କୋଟେରି ହଟାଅ BJD ବଞ୍ଚାଅ: ଏଲିନା ଦାଶ

Leave a Reply

Your email address will not be published. Required fields are marked *