ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ,୬ଟି ଟ୍ରେନ୍‌ର ଯାତାୟାତ ସମୟ ବଦଳିଲା

ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
-ରାତି ୧ଟା ୩୫ରେ ଲାଇନ୍‌ଚ୍ୟୁତ ନେଇ ରେଲୱେ ପକ୍ଷରୁ ସୂଚନା
-ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ
-ବର୍ତ୍ତମାନ ଉଭୟ ଡାଉନ୍‌ ଓ ଅପ୍‌ ଲାଇନ୍‌ରେ ପୁଣି ଚଳାଚଳ ଆରମ୍ଭ
-୨ଟି ଟ୍ରେନ୍‌ ବାତିଲ ଓ ୬ଟି ଟ୍ରେନ୍‌ର ଯାତାୟାତ ସମୟ ବଦଳିଲା
-ଆଜି ପାଇଁ ପଲାସା-କଟକ, ପୁରୀ-କଟକ ପାସେଞ୍ଜର ବାତିଲ

Leave a Reply

Your email address will not be published. Required fields are marked *