ମାଟି ତଳୁ ଉଦ୍ଧାର ହେଲା ପୁରାତନ ଦେବଦେବୀଙ୍କ ମୂର୍ତ୍ତି

ଫୋକସ ପ୍ଲସ (କଟକ)୨୬/୦୬/୨୦୨୨: କଟକ ସଦର ବ୍ଲକ ଅଧିନସ୍ତ ନିମେଇଁସାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ଶମ୍ବୁ ବେହେରାଙ୍କ ଘରୁ ପ୍ରାୟ 20 ଫୁଟ ତଳୁ ଗରୁଡ଼ ଏବଂ ନାରାୟଣ,ବିଷ୍ଣୁ ଭଳି ଦଶ ଗୋଟି ମୂର୍ତ୍ତି ମିଳିଛି।ଶମ୍ବୁ ବେହେରାଙ୍କ କହିବା କଥା ସ୍ୱପ୍ନା ଦେଶ ହେବାରୁ ମୁଁ ଜାଣିପାରିଲି ତାହା ପରେ ଘରର ଗୋଟିଏ କୋଣ ଖୋଲିବାରୁ ସବୁ ମୂର୍ତ୍ତି ଉଦ୍ଧାର କରି ପୂଜା କରୁଛି।ଏହି ଖବର ଜଣା ପଡିବା ପରେ ASI ର ଗୋଟିଏ ଟିମି ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏ ମୃତ୍ତି କେତେ ବର୍ଷ ତଳର ଏହା କେଉଁ ଧାତୁ ର ମୃତ୍ତି ତାହା ଉପରୁ ରହସ୍ୟ ଉଠିବ ।ଏହି ଦେବା ଦେବୀଙ୍କ ମୃତ୍ତି ଦେଖିବାକୁ ଶମ୍ବୁ ଙ୍କ ଘରେ ପ୍ରବଳ ଜନ ଗହଳି ହେଉ ଅଛି।

କଟକ ସାଲେପୁର ରୁ ସ୍ୱଦେଶ ରଂଜନ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *