ଫୋକସ ପ୍ଲସ 22/3/23(ବ୍ୟୁରୋ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବୀରନପାଲିରୁ ବନ୍ଧୁ ଙ୍କ ଧର୍ମପତ୍ନୀ କୌଶଲ୍ୟା ଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା ।ସ୍ବାସ୍ଥ୍ୟକେନ୍ଦ୍ରରୁ ଛୁଆ ଗାଏବକୁ ନେଇ ଅଭିଯୋଗ କଲେ ଆଦିବାସୀ ଦମ୍ପତିଡାକ୍ତରଖାନା ରେ ପ୍ରସୂତି ଙ୍କ ଛୁଆ ଗାୟବ
। ପ୍ରତିମାସରେ ଏଏନଏମ ଙ୍କ ପାଖରେ ଚେକଅପ ମଧ୍ୟ କରାଉ ଥିଲେ । ଡବିରେନପାଲି ଗ୍ରାମର କୌଶଲ୍ୟା ଭୂମିଆଁ ଗତ ବର୍ଷ ଜୁନ ମାସରେ ଗର୍ଭବତୀ ହୋଇଥିଲେ , ସ୍ବାସ୍୍ୟକର୍ମୀ ଙ୍କ ପାଖରେ ଚିକିତ୍ସା ମଧ୍ୟ କରାଇଥିଲେ ଆସନ୍ତା ମାସ ୧୬ ତାରିଖ ରେ ପ୍ରସବ ହେବାକୁ ଥିବା ବେଳେ ଗତକାଲି ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତରଖାନା କୁ ଆସିଥିଲେ । କିଛି ସମୟ ପରେ ଡେଲିଭରି ହେବକହିଥିଲେ ମେଡିକାଲ କର୍ତୃପକ୍ଷ ଡେଲିଭାରି ରୁମ୍ କୁ ନେଇଥିଲେ। କିନ୍ତୁ ହୋସ ଆସିଲା ବେଳକୁ ଛୁଆ ନାହିଁ ପେଟରେ ଗ୍ୟାସ ଅଛି କହି ମୁମୁର୍ଶୁ ଅବସ୍ଥା ରେ ମାଲକାନଗିରି କୁ ରେଫର କରିଦେଲେ । ଏନେଇ ମେଡିକାଲ କର୍ତୃପକଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।ମାଲକାନଗିରି ରୁ ଅବିନାଶ ବେହେରା
ମାଆ ପେଟରୁ ଛୁଆ ଗାଏବ
