ମହା ସମାରୋହରେ ଚାଲିଛି ଦୁର୍ଗା ପିଜା ପୂଜା

ଫୋକସ ପ୍ଲସ(ରାଇରଙ୍ଗପୁର): ମୟୂରଭଞ୍ଜ ବାବନଘାଟୀ ଉପଖଣ୍ଡ ଇଚିଣ୍ଡା ଗ୍ରାମରେ ମାଆ ଜଗତ ଜନନୀ ଦୁର୍ଗା ଦେବୀ ଙ୍କ ପୂଜା ସାଜ ସଯ୍ୟା ମହା ସମାରୋହରେ ସପ୍ତମ ଓ ଅଷ୍ଟମ ପୂଜା ଚାଲିଛି। ଦୁଇ ବର୍ଷ କୋରୋନା ମହାମାରୀ ରୂପକ ରାକ୍ଷସ କୁ ମାଆ ଦୁର୍ଗା ଛୋଟ ରୂପ ଧାରଣ କରି ସଂଘାର କରିବା ପରେ ଏବର୍ଷ ବଡ଼ ରୂପରେ ମାଆ ଦୁର୍ଗା ପୃଥିବୀର ସମସ୍ତେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି।ଭକ୍ତ ମାନେ ମାତାଙ୍କୁ ଅଶ୍ରୁଳ ନୟନ କହଭରା କଣ୍ଠରେ ମାଆଙ୍କୁ ଦୁଃଖ ଜଣାଇଛନ୍ତି। ଏବର୍ଷ ଇଚିଣ୍ଡା ପୂଜା କମେଟିରେ ପ୍ରେସିଡେଣ୍ଟ ହେମନ୍ତ ବେହେରା, ସେକ୍ରେଟାରୀ ଜଶବୀର ସିଂ,କର୍ତ୍ତା ତାପସ ଭଟ୍ଟାଚାର୍ଯ୍ୟ, ପୟଧର ବିଶ୍ଵାଳ,ସୁର୍ଦଶ ମହାନ୍ତି, ମୁଖ୍ୟ ପୂଜକ ପଣ୍ଡିତ ଜଗେନ୍ଦ୍ର ପାଢୀ, ଆଚାର୍ଯ୍ୟ ଅଶେକ ପଣ୍ଡା,ଚଣ୍ଡି ପାଠ ଟୁକୁନନା,ପୂଜକ ପୁନିଆନନା ପରିଚାଳକ ଜଗେନ୍ଦ୍ର ବେହୁରା, ମନୋଜ୍ ଦାସ, ବାବୁଲି ଭୁୟାଁ,ସାନ,ବିଜୁ,ଶୁଭ,ମୁନା,କାନ୍ଦ୍ରୁ , ରାହୁଲ,, ପିଣ୍ଟୁ,ବିକି,ରକି,ବଡ଼,ଙ୍କ ସହଯୋଗ କ୍ରମେ ଇଚିଣ୍ଡା ସାରଦୀୟ ଦୁର୍ଗା ପୂଜା ମହା ସମାରୋହ ଧୁମ ଧମରେ ଚାଲିଛି।

 

ରାଇରଙ୍ଗପୁରରୁ ଜିତେନ୍ଦ୍ର କୁମାର ଅଗ୍ରୱାଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *