ମହା ଆଡମ୍ବରରେ ଦେବସ୍ନାନ ପୂର୍ଣ୍ଣିମା

ଫୋକସ ପ୍ଲସ ୧୪/୬/୨୨ (ସାଲେପୁର): ସାଲେପୁର ମୁଖ୍ୟ ବଜାର ନିକଟ ଜଗନ୍ନାଥ ଙ୍କ ମିନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଯଥାବିଧି ଅନୁଯାୟୀ ଅନୁଷ୍ଠିତ ହେଉଅଛି।ପ୍ରାତହ ସମୟରୁ ନିକାନ୍ତି ହେବା ସହ ମଧ୍ୟାନ ରେ ପୂଜାପାଠ ହେବା ସହ ମଧ୍ୟାନ ଭୋଗ ମହାପ୍ରଭୁଙ୍କ ନିକଟ ରେ ଲାଗିହେବା ସହ ଭକ୍ତ ମାନେ ଶୃଙ୍ଖଳା ର ସହ ଦର୍ଶନ କରୁଛିନ୍ତି।ଗତଦୁଇ ବର୍ଷ ହେବ କୋଭିଡ କଟକଣା ଥିବାବେଳେ ଚଳିତବର୍ଷ ଏହା ନଥିବାରୁ ଭକ୍ତ ଓ ଶ୍ରଦ୍ଧାଲୁ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *